ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ନାଗରିକ ମଞ୍ଚର ବୈଠକ

କୁଜଙ୍ଗ , 17/11/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମହ୍ଲାସାହି, ଜିଲ୍ଲାନାସୀ ଓ ବାଗୋଇ ଗ୍ରାମ ପଞ୍ଚାୟତର ଶତାଧିକ ବରିଷ୍ଠ ନାଗରିକ ଜପହରି ଵାରିକଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ
Article Image
*ବରିଷ୍ଠ ନାଗରିକ ମଞ୍ଚ* ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପ୍ରଫୁଲ୍ଲ ମହାପାତ୍ର,ଅବସରପ୍ରାପ୍ତ ଶିକ୍ଷକ । ମୁଖ୍ୟବକ୍ତା ବଲ୍ଲଭ ପାଣି, ସଉରୀ ପ୍ରସାଦ ବାରିକ,ବିଷ୍ଣୁ ଚରଣ ସ୍ୱାଇଁ, ବିଚିତ୍ରାନନ୍ଦ ମଲ୍ଲୀକ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ,ଵରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ଶିଵ ଚରଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସହାୟତା ସମ୍ବନ୍ଧରେ ଅବଗତ କରାଇଥିଲେ। ଧରଣୀଧର ମହାପାତ୍ର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ସମସ୍ତ ସଭ୍ୟଙ୍କ ସୁବିଧା ଅସୁବିଧାକୁ ତୁରନ୍ତ ସମାଧାନ କରିବାକୁ ମଞ୍ଚର ନେତୃମଣ୍ଡଳୀ ଙ୍କୁ ଦାୟୀତ୍ୱ ଦିଆଗଲା ।
Article Image
Article Image
13