ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବୁଗୁଡ଼ା, 17/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତ କାର୍ଯ୍ୟଳୟରେ ସୋମବାର ଦିନ ସରପଞ୍ଚ ଭାଗ୍ଯଲତା ବିଷୋୟୀ,ବିଡିଓ ଦୂତିକୃଷ୍ଣ ପାତ୍ର,ଏବିଡ଼ିଓ ଧର୍ମରାଜ ପରିଡା, ଏଟିଓ ସୁନନ୍ଦ ଶେଖର ସାହାଣୀଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୨ ବ୍ଯକ୍ତିଗତ ଅଭିଯୋଗ ଓ ଗୋଟିଏ ଗୋଷ୍ଠୀଗତ ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିରୁ ୨୮ ଅଭିଯୋଗର ତ୍ବରିତ ସମାଧାନ ହୋଇ ଥିଲା।ଶିବିରରେ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
13