ଢେଙ୍କାନାଳ, 18/11/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେ଼ଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାମ୍ପସ ଶାଖା ଘୋଷଣା ହୋଇଯାଇଅଛି ।ସଭାପତି ରୁପେ ଆକାଶ ମହାନ୍ତି, ସମ୍ପାଦକ ,ବିବେକ ବିଶ୍ୱାସ ସୁବୁଧୀରାୟ, ସତ୍ୟ ପଟ୍ଟନାୟକ ,ସୌମ୍ୟରଞ୍ଜନ ମାଇଟୀ ,ସୌମ୍ୟ ଦେବତା ଦଳେଇ, CDD ସଂଯୋଜକ - ରଞ୍ଜିତ ଦାସ ,SFD ସଂଯୋଜକ - ଦିବ୍ୟଜ୍ୟୋତି ବେହେରା SFS - ଅଭିଷେକ ତରେଇ , ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଜକ - ସ୍ଵାଧୀନ ମଲ୍ଲିକ,ସ୍ପୋର୍ଟସ - ଗୌରୀ ଶଙ୍କର ନାୟକ ଦାୟିତ୍ୱ ଘୋଷଣା କରାଗଲା.. ବିଭାଗ ସଂଯୋଜଗ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ. ଏହି ଅଭିଯାନ ମାଧ୍ୟମରେ ଅନେକ ବିଦ୍ୟାର୍ଥୀ ଏବିଭିପି ର ସଦସ୍ୟତା ଗ୍ରହଣ କରିଛନ୍ତି l