ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ସମାଜ ସେବି ଜ୍ୟୋତି ରଞ୍ଜନ ପାତ୍ର ଙ୍କ ପରଲୋକ l

କୁଜଙ୍ଗ, 25/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ବ୍ଲକ ନିକଟସ୍ଥ ବାଲିଆ ସ୍ଥିତ ବାସଭବନରେ କାଲି ଅପରାହ୍ନ ତାଙ୍କର ମାତ୍ର 45ବର୍ଷ ବୟସରେ ପରଲୋକ ହୋଇଛି l ଜଗତସିଂହପୁର ଏମ ପି ଶ୍ରୀ ଯୁକ୍ତ ବିଭୁ ପ୍ରସାଦ ତରାଇ ଙ୍କର ଏକାନ୍ତ ଅନୁଗତ ଥିଲେ l ସ୍ୱର୍ଗତ ପାତ୍ର l ଶ୍ରୀ ଯୁକ୍ତ ତରାଇ ଶୋକ ବ୍ୟକ୍ତ କରିବlଶହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତିl ସୂଚନା ରୁ ଜଣାପଡିଛିl ସେ କିଛି ଦିନ ହେବ ଅସୁସ୍ଥ ଥିଲେ l କାଲି ଅପରାହ୍ନ ଶ୍ରୀଯୁକ୍ତ ପାତ୍ର ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବାପାଇଁ ସରପଞ୍ଚ ସରୋଜିନୀ ନାୟକ, ବୁଟୁହୋତା,ଭରତ ଚନ୍ଦ୍ର ସୂତlର, କୈଳାଶ ଚନ୍ଦ୍ର ପାତ୍ର,କ୍ଷେତ୍ର ବାସୀ ପାତ୍ର, ବଂଶୀ ଧର ସ୍ୱାଇଁ, କାର୍ତିକ ଚରଣ ପାତ୍ର,ଉମାକlନ୍ତ ନାୟକ,ପ୍ରଶାନ୍ତ ରାଉତ,ରଞ୍ଜନ କୁମାର ଜେନା,ଓ ଯୁଗଳ କିଶୋର ସ୍ୱାଇଁ,ପ୍ରମୁଖ ପହଁଚି ଶେଷ ଦର୍ଶନ କରିବା ସହ କୁଜଙ୍ଗ, ଏରସମା, ବାଲିଆ ଅଞ୍ଚଳ ର ବହୁ ମାନ୍ୟ, ଗନ୍ୟ ବ୍ୟ କ୍ତି ଅମର ଆତ୍ମର ସଦଗତି କାମନା କରିଛନ୍ତି l ଗ୍ରାମ ସଶ୍ମlନ ରେ ଶେଷ କୃତ୍ୟ ସଂପର୍ଣ କରlଯାଇଥିଲା ତାଙ୍କର ଝିଅ ତନଭି ପାତ୍ର ମୁଖା ଅଗ୍ନି ଦେଇଥିଲେ l ତାଙ୍କ ପରିବାର, ବନ୍ଧୁ, ପରିଜନ, ଏବଂ ଶୁବେଛୁ ମାନେ ଉପସ୍ଥିତ ଥିଲେl
15