ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ଦୁଇ ଗୋଟି ନୂତନ ନାଟକ ବହି ର ପୂର୍ଜା ଅର୍ଚ୍ଚନା।

ଏରସମା, 26/11/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ତରଫରୁ ଦୋଳ ମେଲଣ ଉପଲକ୍ଷେ ଚତୁର୍ଥ ବାର୍ଷିକ ମୁକ୍ତ ମଞ୍ଚ ନାଟକ ମଞ୍ଚସ୍ଥ ପାଇଁ ଏରସମା ର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଜାଗୁଳାଇ ଙ୍କ ପାଖରେ ୨ଟି ବହି ପୂଜା କରାଯାଇଅଛି। ପ୍ରଥମ ଟି ଦରିଆ କୁଳର ଦରଦୀ ବନ୍ଧୁ ଓ ଦ୍ୱିତୀୟ ଟି କହିବାକୁ ଲାଜ ଶୁଣିଲେ ପାପ। ମଞ୍ଚର ସଭାପତି, କାର୍ଯ୍ୟକାରୀ ସଭାପତି,ସମ୍ପାଦକ, ଏରସମା ଗ୍ରାମ ପଞ୍ଚାୟତ ସରପଞ୍ଚ,ପରିଚାଳନା କମିଟି, ଗ୍ରାମ୍ୟ କମିଟି ସମ୍ପାଦକ, ସଭ୍ୟ,ଉପଦେଷ୍ଟା ମଣ୍ଡଳୀ, କଳାକାର, ସାଧାରଣ ସଭ୍ୟ ଙ୍କ ସହିତ ବହୁତ ବୁଦ୍ଧିଜୀବୀ ଉପସ୍ଥିତ ହୋଇ ଆଗାମୀ ଦିନରେ ଏରସମା ର କଳା ସଂସ୍କୃତି କିଭଳି ଭାବରେ ଆଗକୁ ଯିବ ମା ଜାଗୁଳାଇ ଙ୍କ ନିକଟରେ ଶପଥ କରି ସମସ୍ତେ ଏକ ମନ ଏକ ସୋରରେ ମଞ୍ଚ ର ଗୁଣ ଗାନ କରିଥିଲେ l ପୂଜା ଶେଷରେ ପ୍ରସାଦ ସେବନ କରିଥିଲେ।
Article Image
9