ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନ ଶିକ୍ଷକଙ୍କ ମାତୃ ବିୟୋଗ

ବୁଗୁଡ଼ା, 29/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଝୋଲରି ଗ୍ରାମ ଠାରେ ଖରିଡା ମା' ସ୍ୱପ୍ନେଶ୍ବରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ମାତା ଭାସି ସାହୁଙ୍କ ୭୫ବର୍ଷ ବୟସରେ ନଭେମ୍ବର ୨୮ ତାରିଖ ଦିନ ପରଲୋକ ହୋଇ ଯାଇଛି। ସ୍ବର୍ଗତ ସାହୁ ଜଣେ ଧର୍ମପରାୟଣର ମହିଳା ଥିଲେ। ଗତ ଚାରି ଦିନ ତଳେ ନଭେମ୍ବର ୨୪ତାରିଖ ଦିନ ତାଙ୍କ ପିତା ଗୋପିନାଥ ସାହୁଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଆଜି ମାତାଙ୍କ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ।
16