ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ସରପଞ୍ଚଙ୍କ ଦ୍ବାରା ଆହୋଜିତ କରାଗଲା ଏକ ବଣଭୋଜି ।

କୁଜଙ୍ଗ, 29/01/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର କୁଜଙ୍ଗ ଗ୍ରାମ ପଂଚାୟତ ତରଫରୁ ଏକ ବଣ ଭୋଜି ର ଆୟୋଜନ କରାଯାଇଥିଲା।
Article Image
ଏଥିରେ କୁଜଙ୍ଗ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ କୁଜଙ୍ଗ ପଂଚାୟତ ର ସମିତି ସଭ୍ୟା ଶ୍ରୀମତୀ ସରିତା ନାୟକ ଙ୍କ ସହିତ ସମସ୍ତ ୱର୍ଡ ସଭ୍ୟ ସଭ୍ୟା ମାନଙ୍କ ପରିବାର ସଦସ୍ୟ ଙ୍କ ଉପସ୍ଥିତ ରେ ପାରାଦ୍ୱୀପ ସମୁଦ୍ର କୁଳ ସହିତ ନେହୁରୁ ବଙ୍ଗଳା ରେ ଏକ ବଣ ଭୋଜି କରାଯାଇଥିଲା ଏଥିରେ କୁଜଙ୍ଗ ଗ୍ରାମ ପଂଚାୟତ ର ୱାର୍ଡ ସଭ୍ୟ ଶିବ ନାୟକ ରେବଶ ଖାନ ସୁଶାନ୍ତ ମହାନ୍ତି ନୃସିଂହ ଗୁରୁ ବୈଶବ ଚରଣ ପଳେଇ ଚିରଞ୍ଜୀବ ନାୟକ ପ୍ରଭାସ ରଞ୍ଜନ ଦାସପ୍ରଭୁତି ଉପସ୍ଥିତ ଥିଲେ ସହ ଯୋଗ କରିଥିଲେ।
Article Image
Article Image
9