ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତ ଯୁବ ବ୍ୟବସାହି ସଜୟ ମଲିକ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଏରସମା, 06/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅଧିନସ୍ତ ଅସରଣା ଗ୍ରାମ ର ସ୍ୱର୍ଗତ ସଞ୍ଜୟ ମଲିକ ର ବାସ ଭବନ ରେ ପୁର୍ଣ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ଶ୍ରଦ୍ଧାଞ୍ଜଳି ସଭା ହୋଇଯା ଇଅଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଯୋଗ ଦେଇ କହିଲେ ସଞ୍ଜୟ ବାବୁ ଜଣେ ସଫଳ ଵେବସାୟୀ ଖାଲି ନଥିଲେ?ପରଉପକାରୀ, ସତ୍ୟ ନିଷ୍ଠ ଧର୍ମ ପ୍ରାଣ, ସଚ୍ଚା କଂଗ୍ରେସ କର୍ମୀ ତଥା ସମ।ଜ ସେବି ଥିଲେ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟ ଅତିଥି ଙ୍କ ମଧ୍ୟ ରେ ବରିଷ୍ଠ ନେତା ନିତ୍ୟାନନ୍ଦ ଦାସ, ଧ୍ଵୋଜରାଜ
Article Image
ଖଣ୍ଡୁଆଳ, ଦିପ୍ତିର।ଣି ପ୍ରଧାନ,ବ୍ଲକ କଂଗ୍ରେସ ସଭାପତି ବଲ୍ଲଭ ନନ୍ଦ ସ୍ୱାଇଁ, ନଳିନୀ ରଞ୍ଜନ ବେହେରା, ଅଜିତ୍ କୁମାର ପାଣି, ସୁଦର୍ଶନ କାଣ୍ଡି, ସରପଞ୍ଚ ପ୍ରତିନିଧି ଅଭିଜିତ ସାହୁ, ସଂଶୟ ସ୍ୱାଇଁ , ସମିତି ସଭ୍ୟ ରଘୁନାଥ ସ୍ୱାଇଁ , ପୂର୍ବତନ ସମିତିସଭ୍ୟ ନିମାଇଁ ଖଣ୍ଡୁଆଳ, ପଞ୍ଚାୟତ କଂଗ୍ରେସ ସଭାପତି କୈଳାଶ ଜୟସିଂହ, ବାବୁଲି ସ୍ୱାଇଁ, ବ୍ରଜ କିଶୋର ରାଉତ , ବାବୁଲି ବର୍ଦ୍ଧନ , ଦିବାକର ବେହେରା, ଯୁବନେତା ରାଜେନ୍ଦ୍ର ସାମନ୍ତ, ବିଚିତ୍ର ଦାସ, ବଳରାମ ଲେଙ୍କା, ପୂଜ୍ୟ ପୂଜା ସଂସଦ ଏରସମା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ନାଟ୍ୟକାର ଲୋକନାଥ ମହାନ୍ତି, ପୂଜ୍ୟ ପୂଜା ସଂ ସଦ ଏରସମା ର ସମ୍ପାଦକ ମହେଶ୍ବର ସ୍ୱାଇଁ, ଗ।ୟକ କେଦାର ରାଉଳ, ସୁଦ। କର ଖଟୁଆ, ରବିନ୍ଦ୍ର ମୁଦୁଲି ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ଅଞ୍ଜଳି ଜ୍ଞାପନ କରିଥିଲେ।
8