ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସତ୍ୟ ସାଇ ଟ୍ରଷ୍ଟ ପକ୍ଷ୍ୟ ରୁ କମଳ ବଣ୍ଟନ।

ଏରସମା, 07/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ସାଇ ଟ୍ରଷ୍ଟ ର ବରିଷ୍ଟ ସଦସ୍ୟ ତଥା ବ୍ଲକ ଫାଇନାନ୍ସ ଅଫିସ ପ୍ରତିମା ସାହୁ ଙ୍କ ତତ୍ୱ। ଅବଧାନରେ ଏରସମା, ଜପା, ବଡ ଭୁଆଁ ସାହି ଅଞ୍ଚଳରେ ଅସହାୟ ବ୍ୟକ୍ତି ମାନଙ୍କୁ କମଳ ବଣ୍ଟନ କରାଯାଇଅଛି। ଏଥିରେ ସହଯୋଗ କରିଥିଲେ।ଉମେଶ ଚନ୍ଦ୍ର ମହ।ନ୍ତି, ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଏରସମା ର ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଅଭିଳାଷ ସୌଦାଗର,ସ୍ୱ।ଗତ ସ୍ୱାଇଁ ପ୍ରମୁଖ ଏଥି ସହିତ ସତ୍ୟ ସାଇଙ୍କ ପାଦୁକା ଯାତ୍ରା କାଯ୍ୟକ୍ରମ କୁ ବାଲିଯାତ୍ରା ପଡିଆ କଟକ କୁ ଯିବା ପାଇଁ ନିବେଦନ କରାଯ।ଇଥିଲ। ଏରସମା ର କୋଟ ବରିଷ୍ଠ ଓକିଲ ଅକ୍ଷୟ ସ୍ୱାଇଁ ଙ୍କ ଜରିଆ ରେ ସତ୍ୟ ସାଇ ଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉପହାର ଦିଆଜୀବା ସହ କଟକ ପାଦୁକା ଯାତ୍ର କୁ ଯିବାପାଇଁ ବିଚାର ପତି ମହଦୟା ଙ୍କୁ ନିମତ୍ରଣ କରା ଯାଇଥିଲା।
Article Image
Article Image
9