ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ସମାଜ ସେବି ଜ୍ୟୋତି ରଞ୍ଜନ ପାତ୍ର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l

କୁଜଙ୍ଗ , 07/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ବ୍ଲକ ନିକଟସ୍ଥ ବାଲିଆ ଗ୍ରାମ ରେ ସ୍ୱର୍ଗତ ଜ୍ୟୋତି ରଞ୍ଜନ ପାତ୍ର ବାସଭବନରେ ଏକାଦଶହ ରେ କାଲି ଅପରାହ୍ନ ତାଙ୍କର ଶ୍ରଦ୍ଧାଞ୍ଜଳି ସଭା ମାନସ ରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ହୋଇଯାଇଅଛି।ଅତିଥି ବିବେକାନନ୍ଦ ହୋତା, ପ୍ରଦୀପ ଲେଙ୍କା,ଭବେନ୍ଦ୍ର ଦାସ, ଭରତ ଚନ୍ଦ ସୁତାର,ପୂଜ୍ୟ ପୂଜା ସଂସଦ ଏରସମା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଯୁବନେତା ରଞ୍ଜନ ଜେନା, ଯୁଗଳ କିଶୋର ସ୍ୱାଇଁ, କାତ୍ରିକ ପାତ୍ର, ଆଶିଷ ସ୍ୱାଇଁ, ସୁଶାନ୍ତ ରାଉତ, ସଗ୍ରାମ ବେଉରା,କ୍ଷେତ୍ର ବାସୀ ପାତ୍ର,ତାଙ୍କ ପରିବାର, ବନ୍ଧୁ, ପରିଜନ, ଏବଂ ଶୁବେଛୁ ମାନେ ଉପସ୍ଥିତ ଥିଲେ। ସଂଧ୍ୟା ରେ ବଇଦ୍ୟନାଥ ସାହୁ ଙ୍କ ନେତୃତ୍ୱ ରେ କାଶୀ ବିଶ୍ଵ ନାଥ ଭଜନ ସଂଧ୍ୟ୍ୟ। ଟିମ୍ ଭଜନ ପରିବେଷଣ କରିଥିଲେ।କାଯ୍ୟକ୍ରମ ରେ ସ୍ୱର୍ଗତ ପାତ୍ର ଙ୍କର କୁନି ଝିଅ ତନଭି ପିତାଙ୍କର ସ୍ୱର୍ଗ ପ୍ରାପ୍ତି ପାଇଁ ମହାପ୍ରଭୁ ଙ୍କୁ ଭକ୍ତି ରେ ଜଣାନ ଗାଇ ସ୍ୱକାକୂଳ ପରିବେଶ ସୃଷ୍ଟି କରିଥିଲେ।
Article Image
16