ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଉତ୍ତରା ଯୁବ ପରିବାର ପକ୍ଷରୁ ବନ୍ଧୁମିଳନ

ମାର୍ଶାଘାଇ, 07/12/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ମା" ଗୋଜବାୟାଣୀଙ୍କ ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ବାଘଡିଆ ଗ୍ରାମରେ ମା" ଗୋଜବାୟାଣୀଙ୍କ ମନ୍ଦିର ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ସ୍ଥାପିତ କରାଯାଇଛି। ଏହି ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳୁଛି। ସୂଚାନା ମୁତାବକ  ଦୀର୍ଘ ଶହେ ବର୍ଷ ପୂର୍ବେ ମା" ବାୟାଣୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରୁଥିଲେ ବାଘଡିଆ ଗ୍ରାମବାସୀ ବୃନ୍ଦ। ମା ବାୟାଣୀ ଚୁଡାକୁଟା ପାହରରୁ ଗୋଜକୁ ପଳାଇ ଆସିଥିଲେ।  ସେହି ଦିନଠାରୁ ମା"ଙ୍କ ନାମ ବାୟାଣୀରୁ ଗୋଜବାୟାଣୀ ନାମରେ ପରିଚିତ। ମା" ଗୋଜବାୟାଣୀଙ୍କ ପାଖରେ ମାଛ ପୋଡାବଳୀ, ମାଛଘାଣ୍ଟ ଭୋଗ ଲାଗିଥାଏ। ଶ୍ରଦ୍ଧାଳୁ ମାନେ ମା" ଗୋଜବାୟାଣୀଙ୍କ ନିକଟରେ ଆମିଷ ଭୋଗ ଲଗାଇବା ସହିତ ମା,ଙ୍କ ନିକଟରେ ଥିବା ବରଗଛରେ ମାନସିକ କରି ସୂତା ବାନ୍ଧିଥାନ୍ତି।
6