ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଏରସମା, 29/01/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।
Article Image
ସଭା ପରିଚାଳନା କରିଥିଲେ ଶିକ୍ଷକ ସାରଦା ନାୟକ।ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିହିର କୁମାର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅଭୟଚାନ୍ଦପୁର ଥାନା ଆଇଆଇସି ସମୀର କୁମାର ରାଉତ ମୁଖ୍ୟ ବକ୍ତା ଅତିରିକ୍ତ ଶିକ୍ଷାଅଧିକାରୀ ଏରସମା ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ ସମାନୀୟ ଅତିଥି ଫିଡ଼୍ରାଲ ବ୍ୟାଙ୍କ ମ୍ୟାନେଜର ସନ୍ଦୀପ କୁମାର ପାତ୍ର, ନୁଆଗାଁ ଆଞ୍ଚଳିକ ସାଧନ ସଂଯୋଜକ ଶେଷ ଦେବ ସ୍ବାଇଁ, ଢ଼ିଙ୍କିଆ କପ୍ତେଶ୍ୱର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ବାରିକ,ପଞ୍ଚସଖା ଶିକ୍ଷାସେତୁ ସଭାପତି ବିକ୍ରମଜିତ ସାମନ୍ତରାୟ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁବ୍ରତ ରାଉତ, ଢ଼ିଙ୍କିଆ ମା" ଫୁଲଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମଲ୍ଲ, ଢ଼ିଙ୍କିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ମଞ୍ଜରୀ ଦାସ, ଅଭୟଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମିଲୁଲତା ସ୍ୱ।ଇଁ,ଡମପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ସାମଲ, ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିୟପ୍ରଭା ଦାସ, ଢ଼ିଙ୍କିଆ ମା" ଫୁଲଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମେଶ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଲଙ୍ଗୁଳୀ ଚରଣ ଦଳାଇ ଧନ୍ୟବାଦ୍ ଦେଇଥିଲେ। ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିର୍ଭୟ ସ୍ୱlଇଁ, ଶିକ୍ଷୟିତ୍ରୀ ରୀନା ଦାସ, ମାନସୀ ସାହୁ, ଝରଣା ରାଣୀ ଦାସ, ପ୍ରଜ୍ଞା ସ୍ୱlଇଁ, ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
1