ଏରସମା, 10/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଅଧିନ ସିହା ଗ୍ରାମର ଯଯାତି କେଶରୀ ସାମନ୍ତରାୟ ସରକାରୀ ସ୍ତରରେ ମଧୁସୂଦନପୁର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ,ଜଗତସିଂହପୁର ପରିସର ମଧ୍ୟରେ ଅନୁଷ୍ଟିତ "ପ୍ରକ୍ରୁତି ବନ୍ଧୁ ପୁରଷ୍କର"
ଉତ୍ସବ ର ମୁଖ୍ୟ ଅତିଥି ଜିଲ୍ଲାପାଳ ଜେ.ସୋନାଲ ମୁଖ୍ୟ ବକ୍ତା ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାସ, ଅନ୍ୟ ତମ ଅତିଥି ଶିକ୍ଷ। ଜିଲ୍ଲା ଅଧିକାରୀ କେଶବ ମେହେର ଶ୍ରୀ ଯୁକ୍ତ ସାମନ୍ତରାୟଙ୍କୁ

ମାନପତ୍ର,ଉପଢୋକନ ଓ ୧୦ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ ।ସୂଚନା ରୁ ଜଣାପଡିଛି ୮ରୁ୧୦ ବର୍ଷ ହେବ ପ୍ରକୃତି ସଂରକ୍ଷଣ ଓ ପରିବେଶ ରକ୍ଷା ତଥା ପୂଜ୍ୟ ପୂଜା ର ପରମ୍ପର।କୁ ସୁରକ୍ଷା ଓ ରକ୍ଷା ଦିଗରେକାମ କରୁଥିଲେ। ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତରାୟଙ୍କୁ ଏରସମାର ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ସୄଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ସମ୍ପାଦିକା ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,ସାମ୍ବଦ ସାହିତ୍ୟ ଘର ସଭାପତି ମହେଶ୍ୱର ସ୍ୱାଇଁ, ପୂଜ୍ୟ ପୂଜା ସଂସଦ ଏରସମା ପଣ୍ଡିତ ନାଗୁଚରଣ ଦେବତା,ପ୍ରେରଣ। ସାହିତ୍ୟ ସଂସଦ ସମ୍ପାଦକ କୈଳାଶ ଚନ୍ଦ୍ର ସ୍ୱାଇଁ,ସ।ମ୍ବାଦିକ ସଂଘ ସଭାପତି ଚନ୍ଦ୍ରଜିତଦାସ ବରିଷ୍ଠ କବି ପ୍ରଶାନ୍ତ କୁମାର ସେଠି, ବରିଷ୍ଟ ନାଗରିକ ଅରୂପାନନ୍ଦ ସ୍ୱାଇଁ,ଡ଼।କ୍ତର ତନ୍ମୟ ସେଠି,କବି ବୈଦନାଥ ସାହୁ,ପୃର୍ବଜିଲ୍ଲା ପରିଷଦ ସଭ୍ୟ ହେମନ୍ତନାୟକ,କବି ହୁଷି କେଶ ଜେନା ପ୍ରମୁଖ ଶୁଭେଛା ଜଣାଇଛନ୍ତି ।