ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଇସ୍କନ ପକ୍ଷରୁ ଗୀତା ଚମ୍ପିଆନ୍ ଲିଗ୍ ଅନୁଷ୍ଠିତ

ବୁଗୁଡ଼ା, 14/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ରହ୍ମପୁର ଇସ୍କନ ପକ୍ଷରୁ ଆୟୋଜିତ ଗୀତା ଚମ୍ପିଆନ୍ ଲିଗ୍ ଅବସରରେ ଗୀତା ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟର ୪୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଇସ୍କନର ରାମ ପ୍ରସାଦ ବିଷୋୟୀ ଓ ରଜତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଗୀତା ଜ୍ଞାନ ପରୀକ୍ଷାରେ ଶିଶୁ ମନ୍ଦିର ଗୁରୁଜୀ ଜଗନ୍ନାଥ ରଥ ଏବଂ ଗୁରୁମା ଲିଜା ପାତ୍ର ପ୍ରମୁଖ କକ୍ଷ ନିରୀକ୍ଷକ ଦାୟିତ୍ବ ନିର୍ବାହ କରିଥିଲା ବେଳେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା ।
Article Image
15