ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମ ପରାୟଣ ଦମ୍ପତିଙ୍କ ନବମ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ

ଏରସମା, 18/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବଡଗବପୁର ଗ୍ରାମର ଭରତ ଚନ୍ଦ୍ର ବାରିକ ଓ ତାଙ୍କ ଧର୍ମପତ୍ନୀ ସୀତାମଣୀ ବାରିକ ଉଭୟଙ୍କ ନବମ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ହନୁମାନଙ୍କ ପୂଜାର୍ଚ୍ଚନା ସହିତ ଭଜନ କିର୍ତ୍ତନ ସହିତ ଶ୍ରୀ ମହାବୀର କଳା ବିକାଶ କେନ୍ଦ୍ର ପକ୍ଷରୁ ପ୍ରତିଷ୍ଠାତା ପଣ୍ଡିତ ସୁବାଷ ଚନ୍ଦ୍ର ତ୍ରୀପାଠୀ ଙ୍କ କଳାକାର ମାନଙ୍କ ଦ୍ୱାରା ରାମାୟଣ ପରାୟଣ ପଠନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉଭୟ ଭରତ ଓ ତାଙ୍କ ଧର୍ମପତ୍ନୀ ସୀତାମଣୀ ଦୁଇ ଜଣ ଧର୍ମପରାୟଣୀ ଇଶ୍ୱର ପ୍ରେମୀ ମିଷ୍ଟଭାସି ବ୍ୟକ୍ତି ଥିଲେ।ତାଙ୍କର ସେଇ ଅଭୁଲା ସ୍ମୃତି ଚୀରଦିନ ପାଇଁ ମନେରଖିବା ପାଇଁ ତାଙ୍କ ସୁପୁତ୍ର ରମେଶ ଚନ୍ଦ୍ର ବାରିକ,ବେହୂ ସୁଷମା ବାରିକ, ସୁରେଶ ଚନ୍ଦ୍ର ବାରିକ,ଜୋସ୍ନା ବାରିକ, ସୁବାଷ ବାରିକ, ସୁଜାତା ବାରିକ, ଗଣେଶ ଚନ୍ଦ୍ର ବାରିକ, ବନ୍ଦନା ବାରିକ,ଉମେଶ ଚନ୍ଦ୍ର ବାରିକ,ଚନ୍ଦନା ବାରିକ, ଝିଅ ମଜ୍ଜୁଆ ବାରିକ,ଜ୍ୱାଇଁ କ୍ଷେତ୍ର ମୋହନ ଦାସ ଏବଂ ତାଙ୍କର ନାତି ,ନାତୁଣୀ ମାନଙ୍କ ସହିତ ପରିବାର ବର୍ଗ,ଆତ୍ମିୟ ସୋଜନ ସମସ୍ତେ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ସାମିଲ ହେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Article Image
61