ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିବାକର ମିଶ୍ର ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ

ଏରସମା, 18/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ନାରଦିଆ ପଞ୍ଚାୟତର ଶ୍ରୀ ଶ୍ରୀ ଗ୍ରାମେଶ୍ୱର ମନ୍ଦିର ସ୍ୱଭାଗୃହ ପରିସରରେ ଦିବାକର ମିଶ୍ର ଫାଉଣ୍ଡେସନ ପକ୍ଷରୁ ବୃଦ୍ଧ, ବୃଦ୍ଧା ମାନଂକୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି l ଗ୍ରାମେ ଶ୍ୱ ର କ୍ଲବ, ଓ ବରିଷ୍ଠ ନାଗରିକ ମଂଚ ପଞ୍ଚ ପଲ୍ଲୀ ସହ ଯୋଗ ରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି l ଏହି ଅବସରରେ ବରିଷ୍ଠ ନାଗରିକ ମଂଚ ର ସମ୍ପାଦକ ଶୁଭ ନାରାୟନ ନାୟକ, ସହ ସମ୍ପାଦକ କ୍ଷେତ୍ର ମୋହନ ଦାସ, ପୁର୍ବତନ ସରପଞ୍ଚ ଶିଶିର କୁମାର ବିଶ୍ଵାଳ,ଗ୍ରାମେ ଶ୍ୱ ର କ୍ଲବ ସମ୍ପାଦକ ଶିବାନନ୍ଦ ମିଶ୍ର, କୋଷାଧ୍ୟକ୍ଷ ସୁଜିତ କୁମାର ମହାନ୍ତି, ସଭ୍ୟ ବିକାଶ ମୁଦୁଲି,ଅରୁଣ ସ୍ବାଇଁ ଉପସ୍ଥିତ ଲୋକଙ୍କୁ କମଳ ବଣ୍ଟନ କରିଥିଲ l ସ୍ୱର୍ଗତ ଦିବାକର ମିଶ୍ର ଜଣେ ସୁସହିତୀୟକ୍ ବିଦ୍ୟାପୁରୀ ପ୍ରକାଶକ ରୂପେ ସମଗ୍ର ଦେଶରେ ସୁପରିଚିତ ଥିଲେ l କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ସ୍ୱର୍ଗତ ମିଶ୍ର ଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା
77