ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଗୋଳ ସ୍ଥିତ ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଆୟୋଜିତ।

କୁଜଙ୍ଗ , 22/12/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ସମାଗୋଳ ସ୍ଥିତ ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜାତୀୟ ସେବା ଯୋଜନା N.S.S ଦିନ ୨୪ ସେପ୍ଟେମ୍ବର ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟ କର୍ମ କୁ ଜାତୀୟ ସେବା ଯୋଜନାର ଡକ୍ଟର ହେମନ୍ତ କୁମାର ମୁଦୁଲି ଖୁବ୍ ସୁନ୍ଦର ଭାବରେ ପରିଚାଳନ କରିଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ଚିକିତ୍ସକ ଡକ୍ଟର ସ୍ମୃତି ରଞ୍ଜନ ମହାପାତ୍ର ସେବାରେ ଯୋଗଦେଇ ସହଯୋଗ ମଧ୍ୟ କରିଥିଲେ । ଏହି ରକ୍ତଦାନ ଶିବିରରେ 40ରୁ ଉଦ୍ଧ ଗୋଟି ରକ୍ତ ୟୁନିଟ୍ ସଂଗ୍ରହ କରାଯାଇଥିଲା ।ଏହି କାର୍ଯ୍ୟ କର୍ମ ରେ ଯୁବ ସମାଜ ସେବୀ *ମଣି ଶଙ୍କର ପରିଡା* ଯୋଗ ଦେଇଥିଲେ , ଏବଂ ଯେଉଁମାନେ ରକ୍ତଦାନ କରିବାକୁ ଆସିଥିଲେ ସମସ୍ତ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ କୃତଜ୍ଞାତା ଜଣାଇଥିଲେ।
12