ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୀତାମଣି ଦେବି ଙ୍କୁ ଶ୍ରଦ୍ଧା ଞ୍ଜଳୀ

ତିର୍ତୋଲ, 22/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତିର୍ତୋଲ ବ୍ଲକ ଗରାମ ପଂଚାୟତର ତୁରୁଖା ଗ୍ରାମର ବିଶିଷ୍ଟ ସମାଜ ସେବି ତଥା ଗ୍ରାମ ର ମୁରବି ସ୍ୱର୍ଗତ ଶ୍ରୀରାମ ଲେଙ୍କା ଙ୍କର ଧର୍ମପତ୍ନୀ ସୀତା ମଣି ଦେବି ଙ୍କୁ ପୂଜ୍ୟ ପୂଜା ସଂ ସଦ ଏରସମା ର ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ ଙ୍କ ତତ୍ୱ। ଅବଧାନରେ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରାଯାଇଛି।ଗ୍ରାମର ମୁରବି ଯଦୁନାଥ ସ୍ୱାଇଁ, ଦେବେନ୍ଦ୍ର ମହାନ୍ତି, ଭାଗବତ ଜେନା, ବଟକୃଷ୍ଣ ଲେଙ୍କା,ଵୈଲୋଚନ ରାଉତ, ଅର୍ଚନା ପ୍ରିୟ ଦର୍ଶିନୀ ଲେଙ୍କା,ସରୋଜ ଲେଙ୍କ।,ପ୍ରଶାନ୍ତ ଲେଙ୍କା ଶତ୍ରୁଘନ ଲେଙ୍କା ପ୍ରଭୃତି ଅମର ଆତ୍ମାର ସଦଗତି ପାଇଁ ଇଶ୍ଵର ଙ୍କୁ ପ୍ରାର୍ଥନା କରିବ। ସହ ଶ୍ରଦ୍ଧା ଅଞ୍ଜଳି ଅର୍ପଣ କରିଥିଲେ।
14