ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଳିଆ ରଖିବା ଟ୍ରେ ପ୍ରଦାନ

ଏରସମା, 22/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଏରସମା ତରଫରୁ ଅଳିଆ ପକାଇବା ଟ୍ରେ ପ୍ରଦାନ। ପଞ୍ଚପଲି ଗ୍ରାମେଶ୍ବର ମନ୍ଦିର ଓ ସରବନ୍ତ ଜଗନ୍ନାଥ ମନ୍ଦିର କୁ ଚାରଟି ଲେଖାଏ ଟ୍ରେ ପ୍ରଦାନ କରାଯାଇଛି।ଏଥିରେ ମନ୍ଦିର ପରିଚାଳ ନା କରୁଥିବା ସଭ୍ୟ ଓପୂଜକଙ୍କ ଉପସ୍ଥିତ ରେ ପୂଜ୍ୟ ପୂଜା ସଂସଦ ସଭାପତି ପଣ୍ଡିତ ନାଗୁଚରଣ ଦେବତା, ନିମାଇଁ ଚରଣ ମଲିକ, ଯଯାତି କେଶରୀ ସାମନ୍ତରାୟ,ସ୍ମୃତି ରଞ୍ଜନ ମହାନ୍ତି,ପ୍ରତିମା ଆଚ।ଯ୍ୟ, ରଂଜିତା ମହାନ୍ତି, ଲିପିନା ସ୍ୱାଇଁ,ରୋଜାଲିନ ମହାନ୍ତି,ପ୍ରମିଳା ନାୟକ,ସୁଷମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ
Article Image
7