ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରି ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରାୟଗଡ଼ା, 30/01/2025, ଉତ୍କଳ voice news - utkalvoicenews.com ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବରେ ଟିକିରି ପଞ୍ଚାୟତ ଜଗବନ୍ଧୁ ମାଝୀ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିଖାରୀ ତଥା ବିଦ୍ୟାଳୟ ଅଧ୍ୟକ୍ଷା କାଶିପୁର ପୁର ସୁଶ୍ରୀ ଦିପ୍ତିମୟୀ ସିଂହ, ଥିବାବେଳେ। ସମ୍ମା ନିତ ଅତିଥି ଭାବେ ଟିକିରି ଥାନା ଭାରପ୍ରାପ୍ତ ଅଧିକାରିଣୀ ବିଶ୍ଵ ବନ୍ଦିନୀ ବାଗ , ବିଦ୍ୟାଳୟ ସଭାପତି ପରିଚାଳନା କମିଟିର ସୁରେନ୍ଦ୍ର ପାତ୍ର, ମୋ ସ୍କୁଲ ଅଭିଯାନ ସଭାପତି, ରାମମୋହନ ମହାନ୍ତି, ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀମତୀ ବକୁଳା ରାଣୀ ଦାସ୍, ଯୋଗଦେଇ ଥିବାବେଳେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମ ରେ କାଶିପୁର ବ୍ଳକ ର ବରିଷ୍ଠ ସାମ୍ବାଦିକ ରତ୍ନାକର ନାଏକ, ଙ୍କୁ ମଞ୍ଚ ଉପର କୁ ଡ଼ାକି ଉତରିୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିବା ବେଳେ। ସେହିପରି ସାମ୍ବାଦିକ ମହେନ୍ଦ୍ର ସ୍ଵାଇଁ, ଡମ୍ବରୁଧର ବେହେରା, କର୍ଣ୍ଣ କନ୍ଧ ପାଣି, ଆକାଶ କୁମାର ନାୟକ, ପ୍ରଫୁଲ୍ଲ କୁମାର ବେହେରା , ମୁକୁନ୍ଦ କୁମାର ବିଷଇ , ଙ୍କୁ ଫୁଲତୋଡ଼ା ସହ ଉତରିୟ ଦେଇ ସ୍ଵାଗତ କରିଥିଲେ। ତେବେ ଏଥିରେ ଉକ୍ତ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରିଥିଲେ।ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
Article Image
Article Image
1