ରାୟଗଡ଼ା, 23/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ଶିଶୁ ବିଧ୍ୟ୍ୟ ମନ୍ଦିର ରେ ଚଳିତ ବର୍ଷ ପରି ଏହି ବର୍ଷ ମଧ୍ୟ ବନ ମହଉତ୍ସବ ବହୁତ ଆଡମ୍ବାର ସହ ପାଳନ ହଇଛି।
ଆମ ଅଞ୍ଚଳର ପ୍ରସିଦ୍ଧ ଶିଶୁ ମନ୍ଦିର ପ୍ରାଙ୍ଗଣରେ ବନ ବିହାରୀ ମହୋତ୍ସବ ଆଜି ଭକ୍ତିମୟ ପରିବେଶରେ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ଼ ଲାଗି ରହିଥିଲା। ମହୋତ୍ସବ ଅବସରରେ ବିଶେଷ ପୂଜାର୍ଚ୍ଚନା, ଭଜନ-କୀର୍ତ୍ତନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବନ ବିହାରୀଙ୍କ ସୁସଜ୍ଜିତ ବିଗ୍ରହ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆୟୋଜକମାନଙ୍କ ସୁଚାରୁ ପରିଚାଳନାରେ ମହୋତ୍ସବ ସୁଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି।।ସଭାପତି ଶ୍ରୀଯୁକ୍ତ K.ଚେଲାପତି, ସମ୍ପାଦକ ବାସୁଦେବ ମାର୍ଥା ସହ ସମ୍ପାଦକ ଶରତଚନ୍ଦ୍ର ନାୟକ, କସାଦକ୍ଷ ସନ୍ତୋଷ ବିଶୋଇ ସଭ୍ୟା k ସୋଭାଲତା