ଏରସମା, 23/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବାଲିକୁଦା ଏରସମା ବିଧାୟକ ଶ୍ରୀ ଯୁକ୍ତ ସାରଦା ପ୍ରସନ୍ନ ଜେନା ଏରସମା ତହସିଲପାଖରୁ ଯାଇଥିବା ଆର, ଡ଼ି ରାସ୍ତା କୁ ଦେଉଳି ପୋଲ ପାଖରେ ତଦାରଖ କରିବା ସହ କୋଟ ଛକ ପାଖ ରେ ବର୍ଷା ଜଳ ଜମା ହୋଇ ଯାଉଥିବାରୁ ଆର, ଡ଼ି, ଡିପାମେଣ୍ଟର ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି। ଏରସମା ସରପଞ୍ଚ ସଚ୍ଚିତାନନ୍ଦ ଦାସ, ଏରସମା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ସୁଧିର କାନ୍ତ ମହାପାତ୍ର ଉପସ୍ଥିତ ଅଛନ୍ତି।