ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ ବନ ବିଭାଗ ଓ କଳାହାଣ୍ଡି ଦକ୍ଷିଣ ଵନ ବିଭାଗର ମିଳିତ ଚଢାଉରେ ୨ଟି କଲରାପତ୍ରିଆ ବାଘ ଚମଡା ଜବତ ୫ଗିରଫ।

ଟିକିରି, 24/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶିପୁର ବ୍ଲକ ହନୁମାନ ମନ୍ଦିର ସାମ୍ନାରେ ବନ ବିଭାଗ ଦ୍ଵାରା ବିଛାଇ ଥିବା ଜାଲରେ ପଡିଲେ ବାଘ ଛାଲ ବିକ୍ରିକରିବାକୁ ଆସିଥିବା ବାଘଛାଲ ବେପାରି।ଗିରଫ ବ୍ୟାକ୍ତି ମାନେ ହେଲେ କାଶିପୁର ବ୍ଲକ ସୁଙ୍ଗେର ଗ୍ରାମର ଗପି ଗୈଡ, ଗୁପ୍ତେଶର ଗୈଡ,ଅମରସିଂଗୁଡା ର ଇଶ୍ଵର ନାଏକ,ପୁଡଗସିଲ ଗ୍ରାମର ସୁଅର ସିଂ ମାଝୀ ଓ କଡିକିପଦର ଗ୍ରାମର କାଳୁ ମାଝୀ ।ସେମାନଙ୍କ ଠାରୁ ୩ଟି ବାଇକ ଗୋଟିଏ ଛୁରି ୨ଟି କଲରାପତ୍ରିଆ ବାଘ ଛାଲ ଜବତ କରାଯାଇଛି ।
12