ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅକ୍ଷୟ ସ୍ୱାଇଁ ହେଲେ ଏରସମା କୋଟ ର ସରକାରୀ ଓକିଲ।

ଏରସମା, 27/12/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ଫୌଜ ଦାରି ଏବଂ ଦେୱାନି ଅଦାଲତ ରେ ପ୍ରଥମ ଥର ଲାଗି ଓଡିଶା ସରକାର ଙ୍କ ଦ୍ୱାରା ଏ. ପି. ପି. ନିଯୁକ୍ତି ପ୍ରଦାନ କରାଯାଇଛି। ଏରସମା ଵାର ର ବରିଷ୍ଟ ଓକିଲ ଅକ୍ଷୟ କୁମାର ସ୍ୱାଇଁ ଙ୍କୁ ସରକାରି ଓକିଲ ଭାବେ ନିଯୁକ୍ତି ଦିଆଯାଇଥିରୁ,ମ।ନ୍ୟବର ବିଧାୟକ ସାରଦା ପ୍ରସ।ଦ ଜେନା, ବିଜେପି ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, ବିଜେପି ର ଏରସମା ବାଲିକୁଦା ନେତା ସତ୍ୟ ସାରଥୀ ମହାନ୍ତି, ନୃସିହ ସାହୁ, ମୋହିତ ମହାନ୍ତି, ତପନ ବେହେରା, ପୂଜ୍ୟ ପୂଜା ସଂସଦ ର ସଭାପତି ନାଗୁ ଚରଣ ଦେବତା, ମହେଶ୍ୱର ସ୍ୱାଇଁ, ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ ପ୍ରମୁଖ ଶୁଭେଛ।ଜଣାଇଛନ୍ତି।
4