ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହେମ ନାୟକଙ୍କ ଏକାଦଶlହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଯାଜପୁର, 27/12/2025, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀ ଗ୍ରାମର ସ୍ବର୍ଗତ ହେମ ନାୟକଙ୍କ ଏକାଦଶlହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଆୟୋଜନ ହୋଇ ଅଛି ଏହି ସଭାର ଅତିଥି ହେଲେ ,ଶିକ୍ଷକ ପ୍ରମୋଦ କୁମାର ବେହେରା ,ବସନ୍ତ ନାୟକ,ସନ୍ତୋଷ ନାୟକ,ଶିବରାମ ନାୟକ,ପ୍ରଶାନ୍ତ ନାୟକ,ସୁକାନ୍ତ ନାୟକ,ଉମାକାନ୍ତ ନାୟକ, ମୀଲୁ ନାୟକ,ଚନ୍ଦନ କୁମାର ନାୟକ, କୃଷ୍ଣ ଚନ୍ଦ୍ର ନାୟକ,ଶଶି, ଶାନ୍ତି, ବିନୁଆ,ମିନି,ଗେଡି,ରେଣୁବାଳା,ଟିକି,ଚୁମା,ମେଙ୍କି, ଟୁନି,କୁନି,ସାବିତ୍ରୀ, କମଳି,ବିମ୍ବଳି,ଦେବସ୍ମିତା,କୌଶଲ୍ୟା,ସସ୍ମିତା, କାମ୍ୟା, ରାସ୍ମିପ୍ରୀୟl, ରସ୍ମିରେଖା ଅଭିଜିତ,ଅଭିଷେକ, କରନଦୀପ,ପ୍ରମୁଖ ଯୋଗ ଦେଇ ତାଙ୍କ ଅଭିଭାଷଣ ରେ କହିଲେ ସ୍ବର୍ଗତ ହେମ ନାୟକ ଥିଲେ ଜଣେ ସୁ ଗୃହିଣୀ ଓ ମିଷ୍ଟଭାଷୀ ମଣିଷ
4