ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ କଂଗ୍ରେସ ଦଳ ର ପ୍ରତିଷ୍ଠା ଦିବସ

ତିର୍ତ୍ତୋଲ, 29/12/2025, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ଆଜି ବିଶ୍ବର ସର୍ବପୁରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ଅବସରରେ ତିର୍ତ୍ତୋଲ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବ୍ଯାପକ କାର୍ଯ୍ଯକ୍ରମ ହାତକୁ ନିଆଯାଇଥିଲା । ପ୍ରଥମେ ବ୍ଲକ କଂଗ୍ରେସ କାର୍ଯ୍ଯାଳୟ ରେ ଗୋବିନ୍ଦ ପୁର ଗ୍ରାମପଞ୍ଚାୟତ ର ବୈଜେଷ୍ଟ୍ କଂଗ୍ରେସ କର୍ମୀ ଲକ୍ଷ୍ମୀ ଧର ମନ୍ତ୍ରୀ ଙ୍କ କର କମଳରେ ଜାତୀୟ କଂଗ୍ରେସ ର ପତାକା ଉତ୍ତୋଳନ କରାଯାଇଥିଲା ଏବଂ ପରେ ପରେ ମଣିଜଙ୍ଗା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ,ବ୍ରେଡ ସହିତ ବିସ୍କୁଟ ପ୍ୟାକେଟ ଦିଆ ଯାଇଥିଲା ଏହି କାର୍ଯ୍ୟ କର୍ମରେ ଜିତେନ୍ଦ୍ର ମହାନ୍ତି,ସଫି ଆଯାମ, ଧନଞ୍ଜୟ ସୁତାର, ଅଶ୍ଵିନୀ ସ୍ଵାଇଁ,ଜୟନ୍ତ ପରିଜା,ଶୁଭାଶିଷ ସ୍ଵାଇଁ ,ଶ୍ୟାମସୁନ୍ଦର ଗିରି, ରୀଙ୍କୁ ପାଲ,ପ୍ରଶାନ୍ତ ମହାନ୍ତି,ପ୍ରଶାନ୍ତ ଲେଙ୍କା ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ତି ତ ଥିଲେ।
5