ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

2000 ବ୍ୟାଚ ଗରେଇ ହାଇସ୍କୁଲ ର ବନ୍ଧୁମିଳନ

କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ଗ୍ରାମ, 29/12/2025, ଉତ୍କଳ voice news - utkalvoicenews.com( ରିପୋର୍ଟ-ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ଗ୍ରାମ ପଂଚାୟତ ର ଗରେଇ ହାଇସ୍କୁଲ ର 2000 batch ର ପିଲାମାନଙ୍କ ଦ୍ୱାରା ବେଶ ଧୂମଧାମରେ ବନ୍ଧୁମିଳନ ତଥା ଶିକ୍ଷକ ସମ୍ବୋର୍ଧନ ଉତ୍ସହବ ପାଳିତ ହୋଇଯାଇଛି l ଚାଲିଯାଇଥିବା sikhaka, ଓ ଛାତ୍ର ଛାତ୍ରୀ ମାନଙ୍କ ପାଇ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l l ପିଲାମାନେ ସ୍କୁଲ କୁ ଏକ ସୁନ୍ଦର ଗଣେଶ ମୂର୍ତ୍ତି donet କରିଥିଲେ. / ପିଲାମାନେ ବିଗତ ଦିନ ର ସ୍ମୁତି ଚlରଣା କରିଥିଲେ /ମୁଖ୍ୟ ଅତିଥି ଭାବେ କନକ ଟିଭି ର ମୁଖ୍ୟ anchor ଭବାନୀ ମହାପାତ୍ର, ଓ ଓଟିଭି ପାର୍ଥନା ଟିଭି ର କାର୍ଯ୍ୟକାରୀ ପ୍ରଯୋଜକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ /ଶେଷରେ ଶିକ୍ଷକ, ଅତିଥି, ଓ ସାମ୍ବାଦିକ ମନ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା.
Article Image
30