ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶତ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ

ଯାଜପୁର, 29/12/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ପାଟପୁର ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ସାଧାରଣ ପ୍ରସ୍ତୁତି ନିମନ୍ତେ ଆଲୋଚନା, ରଘୁନାଥ ପୁର ପ୍ରାଥମିକ ବିଦ୍ୟାଳୟ ଆଉ କିଛି ଦିନ ପରେ ଶହେ ବର୍ଷ ରେ ପହଞ୍ଚିବ ଯାହା ଗାଁ ଶିକ୍ଷା ନୁଷ୍ଠାନ ରେ ଏହି ଗ୍ରାମ ର ପ୍ରତେକ ଜନସାଧାରଣ ଶିକ୍ଷା ଲାଭ କରି ଆଜି ଦେଶ ବିଦେଶ ରେ ବିଭିନ୍ନ ଉଚ୍ଚ ପଦବୀରେ ସରକାରୀ ଓ ବେସକାରୀ ସଂସ୍ଥା ରେ ନିଜ ନିଜ ପଦବୀ ବଜାଇ ରଖିଛନ୍ତି, ଏହି ସ୍କୁଲ ର ଛାତ୍ର ବିଦେଶ ରେ ବ୍ୟଜ୍ଞାନିକ ଓ ଡାକ୍ତର ଓ ଇଞ୍ଜିନିୟ ର ଓ ଆଇନ ଯିବି ବି ହୋଇ ପାରିଛନ୍ତି ଯାହା ଗାଁ ଲାଗି ଗୌରବ ଆଣିଛନ୍ତି ପୁରାତନ ଛାତ୍ର ଓଛାତ୍ରୀ ଏବେକାର ଛାତ୍ର ଛାତ୍ରୀ ପୁରୁଣା ସ୍ମୁତି କୁ ମନେ ପକେଇ ବାକୁ ଅଣ୍ଟା ଭିଡିଛନ୍ତି ଓ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ପଥ ତିଆରି କରିବାକୁ ବାବା ରାମେଶ୍ୱର ମନ୍ଦିର ପରିସରରେ ଏକ ସଭା ର କାଯ୍ୟକ୍ରମ ହୋଇ ଯାଇଛି ଯାହା ଆଗାମୀ ଦିନରେ ପାଳନ କରାଯିବ,
8