ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବା ସେହେଂସା ଗ୍ରାମୀଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

ପାରାଦୀପ ଗଡ, 31/01/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନକଣ ଖେଳ ପଡିଆ ରେ ବାବା ସେହଂସା ୟୁଥ୍ କ୍ଲବ ଆନୁକୂଲ୍ୟରେ ୧୪ତମ ସୀମିତ ଓଭର ଟେନିସ୍ ବଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l
Article Image
ଦୁଇଦିନ ବ୍ୟାପୀ ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ଓ ଜିଲ୍ଲା ବାହାର ର ୧୦ ଗୋଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଥିଲେ l ଉଦଯାପନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଗ୍ରାମାଞ୍ଚଳ ରେ ସୀମିତ ଓଭର ଟେନିସ୍ ବଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏକ ନିଆରା ଅନୁଭୂତି l ଖେଳ ପଡିଆ ଚତୃପାର୍ଶ ରେ ବସି କୁନି କୁନି ପିଲାମାନେ, ଗାଁ ବୟସ୍କ ଲୋକ ଏବଂ ମହିଳା ମାନେ କ୍ରିକେଟ୍ ଖେଳ ଦେଖବା, ତlଳିମlରି ଖେଳାଳୀ ଙ୍କୁ ଉତ୍ସାହିତ କରିବା ଅତ୍ୟନ୍ତ ଚିତ୍ତାକର୍ଷକ l ସମ୍ମାନିତ ଅତିଥି ଭାବେ ଚନ୍ଦ୍ର ଶେଖର ଚୌଧୂରୀ ପ୍ରମୁଖ ଯୋଗଦେଇଥିଲେ l ଉଦଯାପନୀ ଉତ୍ସବରେ ରେ ପୁରୀ ଜିଲ୍ଲା ପିପିଲି ର "ପିପିଲି ନାୟକ" କ୍ରିକେଟ୍ ଟିମ୍ ପାରାଦୀପ, "ଭିମାନାସି ରାଇଡର" କୁ ୧୫ ରନ୍ ରେ ପରାସ୍ତ କରି ଚମ୍ପିୟାନ ଟ୍ରଫି ସହିତ ନଗଦ ୫ ହାଜର ଟଙ୍କା ଓ ରନର୍ସ ଅପ୍ ଟିମ୍ କୁ କପ୍ ସହିତ ନଗଦ ୨ହଜାର ଟଙ୍କା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟ କ୍ରମକୁ ଶେଖ୍ ଆଲିଫ୍ ସଂଯୋଜନା କରିଥିବା ବେଳେ ମହମ୍ମଦ ହବିବ ଓ ଶେଖ୍ ମୋମିନ ଖେଳ ପରିଚାଳନା କରିଥିଲେ l କୁ ବସି କ୍ରିକେଟ୍ସମ୍ମାନିତ ଅତିଥି ଭାବେ ଗୋପିଆକୁଦ ପଞ୍ଚାୟତ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ଶିବ ଶକ୍ତି କ୍ରିକେଟ୍ କ୍ଲବ୍ ର ସମ୍ପାଦକ ସଂଗ୍ରାମ କୁମାର ମଲ୍ଲ ଯୋଗଦେଇ ଗ୍ରାମାଞ୍ଚଳ ରେ କ୍ରିକେଟ୍ ଖେଳ ଏକ ନିଆରା ଓ ସ୍ଵତନ୍ତ୍ର ଅନୁଭୂତି ବୋଲି ବର୍ଣ୍ଣନା କରିଥିଲେ l ଉଦଯାପନୀ ମ୍ୟାଚ୍ ରେ ନବାଡ଼ିଆ କ୍ରିକେଟ୍ କ୍ଲବ୍ କୁଜଙ୍ଗ କ୍ରିକେଟ୍ କ୍ଲବ୍ କୁ ୪୩ ରନ୍ ରେ ପରାସ୍ତ କରି ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲେ l
Article Image
ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦନ, ଉମା ଶଙ୍କର, ମାନିଆ ପ୍ରମୁଖ ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରିଥିଲେ l
Article Image
1