ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରୀ ବିପ୍ରା ରାଣୀ ନାୟକ ସମ୍ମାନିତ।

ଏରସମା, 02/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବାଳିକା ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରୀ ବିପ୍ରା ରାଣୀ ନାୟକ କବିତା ପ୍ରତି ଜୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ସୂର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସାରଳା ଭବନ କଟକରେ ସମ୍ମାନିତ ହେବାସହ ମାନପତ୍ର ଉପଢ଼ୋକନ ପୁଷ୍ପ ଗୁଛ ପାଇଛନ୍ତି।ବିଶେଷ ସୂଚନା ରୁ ଜଣ।ପଡିଛି ଛାତ୍ରୀ ଷଷ୍ଠ ଓ ସପ୍ତମ ଶ୍ରେଣୀ କବିତା ଲେଖା ଆରମ୍ଭ କରଥିଲେ। ବିପ୍ରା ହେଉଛନ୍ତି, ନୁହ।ଡି ପଂଚାୟତ ପାଟପୂର ଗାଁ ର ଜଗନ୍ନାଥ ନାୟକ ଝିଅ ଅଟନ୍ତି।
12