ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ଜିଲ୍ଲା ସଂପାଦକ ବିକ୍ରମ ମହାନ୍ତି

ଭୁବନେଶ୍ଵର, 02/01/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୨୬ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ସଂପାଦକ ବିକ୍ରମ ମହାନ୍ତି।ଶ୍ରୀ ମହାନ୍ତି ନବୀନ ପଟ୍ଟନାୟକଙ୍କ ବାସଭବନ ପହଞ୍ଚି ତାଙ୍କର ଦେହ ସୁସ୍ଥ ହେବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ତାଙ୍କର ଚଲାପଥ କୁସୁମିତ ହେଉ , ସେ ବୁବେଳେ ଓଡ଼ିଶା ବାସୀଙ୍କ ନିକଟରେ  ସଦା ସର୍ବଦା ଥାଆନ୍ତୁ।
14