ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଦର୍ଶଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ

କୁଜଙ୍ଗ , 02/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ସୁଦାନ ଠାରେ ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିବା ତିର୍ତ୍ତୋଲ ବ୍ଲକ କୋଟକଣାର ଆଦର୍ଶ ବେହେରାଙ୍କୁ ପ୍ରଣବନ୍ଦି କରି ରଖା ଯାଇଥିଲା। ତାଙ୍କ ପରିବାର ଲୋକେ ଏ ସମ୍ପର୍କିତ ଖବର ପାଇ ଆଦର୍ଶଙ୍କୁ ମୁକ୍ତ କରି ଦେଶକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାରଙ୍କ ଉଦ୍ୟମ କ୍ରମେ ତାଙ୍କୁ ଫେରାଇ ଅଣାଯାଇଛି। ଏହି ଅବସରରେ ଆଜି କୁଜଙ୍ଗ ଠାରେ ସମାଜସେବୀ ତଥା ବିଜୁଜନତା ଦଳର ଜଗତସିଂହପୁର ଜିଲ୍ଲା ସଂପାଦକ ବିକ୍ରମ ମହାନ୍ତି କୁଜଙ୍ଗ ଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।
15