ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଟ ନାଗରିକ ମଞ୍ଚର ବନ୍ଧୁ ମିଳନ।

ଏରସମା, 03/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ୧୮ତମ ବନ୍ଧୁ ମିଳନ ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ସମ୍ପାଦକ ମହେଶ୍ୱର ସ୍ୱାଇଁ ଙ୍କ ସଭାପତି ତିତ୍ୱ ରେ ହୋଇଯାଇଛି।ମୁଖ୍ୟ ଅଥିତି ଗାଏକ ଶେଖର ଜଗନ୍ନାଥ ବେହେରା ମୁଖ୍ୟ ବକ୍ତ। ମାନ୍ୟବର ବିଧାୟକ ସାରଦା ପ୍ରସାଦ ଜେନା ଯୋଗ ଦେଇ କହିଲେ ଯେ ଶତାୟୁ ପୁରୁଷ ଶ୍ରୀ ଯୁକ୍ତି ବେହେରା ଆମ ଅଂଚଳ ପାଇଁ ଗର୍ଵ ଓ ଗୌରବ ଏବଂ ତାଙ୍କ ସୁଦ୍ରିଘ ପାଲା ଜୀବନ ଆଲୋକ ପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟ୍ୟ ରେ ବିଜୟ କୁମାର ସ୍ୱାଇଁ, ସରପଞ୍ଚ ସଚିତ।ନ ନ୍ଦ ଦାସ, ବାସୁଦେବ ମହାରଣା,ନିତ୍ୟାନନ୍ଦ ଦାସ, ଵିଷ୍ଣୁ ପ୍ରିୟା ଜେନା, ବାସନ୍ତି ସ୍ୱାଇଁ, ବାବୁ ସ୍ୱାଇଁ,ବୈଦନାଥ ସାହୁ,ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ, ଶିକ୍ଷାବିତ୍ ପ୍ରତିମା ନାୟକ, ଉତ୍ତମ ଚରଣ ନାୟକ ପ୍ରମୁଖ ଯୋଗ ଦେଇ ଶତାୟୁ ପୁରୁଷ ଜଗନ୍ନାଥ ବେହେରା ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ତାଙ୍କର ନିରୋଗ ଓ ସୁସ୍ଥ ଜୀବନ କାମନା କରିଥିଲେ।
5