ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ହନୁମାନଜୀ ଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଅଛି

ଯାଜପୁର, 03/01/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ଗ୍ରାମପଞ୍ଚାୟତ ଅଧୀନ ନେଳିଆ ଗ୍ରାମ ରେ ଏକ ଦିନ ଧରି ଶ୍ରୀ ଶ୍ରୀ ହନୁମାନଜୀ ଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଅଛି ଏହି ପୂଜାର ମୁଖ୍ୟ ପରିଚାଳକ ବିକାଶ ମହାପାତ୍ର,ସହ ପରିଚାଳକ ବିଭୂତି ଦାସ,କାଳନ୍ଦୀ ବେହେରା,କାଳନ୍ଦୀ ସେଠୀ, ଟିକୁନl ପାତ୍ର, ବିଜୁନl ବେହେରା,ଧନେଶ୍ଵର ସାହୁ, ଟେରୁ ସାହୁ,ଅରୁଣ ସାହୁ,ଅମରେଶ ତ୍ରିପାଠୀ,ସଂଗ୍ରାମ ସାମଲ,ବିଶ୍ୱଜିତ ବେହେରା,ଚନ୍ଦନ ବେହେରା,ପ୍ରକାଶ ସାମଲ, ବାଦଲ ସାମଲ ପ୍ରମୁଖ ସହଯୋଗ କରିଥିଲେ ପରେ ଭଜନ ସନ୍ଧ୍ୟା ସହିତ ଶହ ଶହ ଭକ୍ତ ପ୍ରସାଦ ସେବନ କରିଥିଲେ
Article Image
13