ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

CDO, BDO, PEO, ମିସ ରାୟଗଡା ବ୍ଲକ ପିତାମହଲ ପଞ୍ଚାୟତ ପରି ଦର୍ଶନ

ରାୟଗଡା, 31/01/2025, ଉତ୍କଳ voice news - utkalvoicenews.com (ପ୍ରଫୁଲ୍ଲ କୁମାର ବେହେରା)
Article Image
ରାୟଗଡ଼ା ଜିଲ୍ଲା ପିତାମାଲ ପଞ୍ଚାୟତ ର କୁମାରୀଗୁଡା ଗ୍ରାମର କଳାବତୀ ପୂଜାରୀ ହିତାଧିକାରୀ ଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନୂଆ ସର୍ଭେ ପ୍ରକ୍ରିୟା କୁ ତଦାରଖ କରିଥିଲେ। ଏବଂ କୁମାରଗୁଡା ଗ୍ରାମବାସୀଙ୍କୁ ପାଣି ଓ ରାସ୍ତା ବିଷୟରେ ପଚାରି ବୁଝିଥିଲେ। ଏଥିରେ ପିତାମହଲ ପଞ୍ଚାୟତର ADEO, N,ମୁରଲୀ ମୋହନ ଓ BPM ମୋହନ ହାତୀ ଉପସ୍ଥିତ ଥିଲେ। ଏବଂ ଭି, ସି, ଥିବାରୁ ବ୍ଲକକୁ ଫେରିଆସିଥିଲେ।
1