ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଣ୍ଡୁଆ ଉଚ୍ଚ ବିଦ୍ୟାଳୟ ୧୯୮୮ ବ୍ୟାଚର ବନ୍ଧୁ ମିଳନ

ଏରସମା, 06/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ପଣ୍ଡୁଆ ଉଚ୍ଚ ବିଦ୍ୟାଳୟ ବହୁ ପୁରାତ୍ତନ ଓ ଆଦର୍ଶ ବିଦ୍ୟାଳୟ ଅଟେ।ଶୀତ ଆସିଛି ବୋଲି ପର୍ଯ୍ୟଟନ ସ୍ଥଳ ଚଳ ଚଞ୍ଚଳ ଏଣୁ ଏହି ପଣ୍ଡୁଆ ଉଚ୍ଚ ବିଦ୍ୟାଳୟ ୧୯୮୮ମସିହା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବନ୍ଧୁମିଳନ ମା ଉଗ୍ରତାରା ପୀଠରେ ହୋଇଥିଲା। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଅନୁଭବ ଓ ଭାବର ଆଦାନ ପ୍ରଦାନ ହେଵା ସହିତ ପକ୍ଷୀ ବିହାର ଭ୍ରମଣ କରିଥିଲେ। ଏମାନଙ୍କ ମଧ୍ୟରେ ସମୀର ସ୍ୱାଇଁ, ମାନସ ଗୁରୁ, ଶିଶିର ସ୍ୱାଇଁ, ଶୋଭାରାଣୀ ଦାସ, ସବିତା ଦାସ, ବସନ୍ତ ପରିଡା, ପୂର୍ଣ୍ଣ ଚନ୍ଦ୍ର ସାହୁ, ପ୍ରଦୀପ ବାରିକ, ସଂଗ୍ରାମ କୁମାର, ସାରଦା ବିଶ୍ୱାଳ, ନମିତା ମୁଦୁଲି, ବିକାଶ ଦାସ, ସୁଧୀର କୁମାର, ପ୍ରପତଳା ଦାସ,ନର୍ମଦା ମନ୍ତ୍ରୀ, ଶ୍ରୀଧର ବେହେରା, ଶୁକଦେବ ଜେନା, ସୁମନ୍ତ ବିଶ୍ୱାଳ, ଦୀପକ ମନ୍ତ୍ରୀ ବସନ୍ତ ଦାସ, ବିବୁଲା ବାରିକ, ତପନ ସାହୁ, ନନିଗୋପାଳ ଦାସ,ଉପସ୍ଥିତ ଥିଲାବେଳେ ଅଜିତ କୁମାର ଲେଙ୍କା ଏପରି ବନ୍ଧୁମିଳନ ଶାନ୍ତି ପୂର୍ଣ୍ଣ ହୋଇଥିବାରୁ ସମସ୍ତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ..
14