ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପରାୟଣ ମହିଳାଙ୍କ ପରଲୋକ

ଏରସମା, 08/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ସାମନ୍ତରାପୁରୁ ଗ୍ରାମର ଶରତ ଚନ୍ଦ୍ର ମିଶ୍ରଙ୍କ ମା ବସନ୍ତ ଦିବ୍ୟାଙ୍କ ୯୬ ବର୍ଷରେ ସାମନ୍ତରାପୁରୁ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଭାବ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ସାନପୁଅ ସୁରେନ୍ଦ୍ର ନାଥ ମିଶ୍ର,ବୋହୁ ପ୍ରତିମା ମିଶ୍ର, ଝିଅ ସବିତା ମିଶ୍ର,ନାତୁଣୀ ଲୁସି,ପୁଷି,ନାତି ଲିଟୁ,ଟୁଟୁ,ମାଗୁଆ,ବାପୁନୀ,ଛୋଟୁ,କୁକି ଉପସ୍ଥିତ ଥିଲେ। ଭଜନ କୀର୍ତ୍ତନ ସହିତ ଗ୍ରାମ ପରିକ୍ରମା କରିବାପରେ ଗ୍ରାମ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା। ବଡ଼ପୁଅ ଶରତ ଚନ୍ଦ୍ର ମିଶ୍ର ମୁଖାଗ୍ନି ଦେଇଥିଲେ।
14