ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏବିଭିପି ତରଫରୁ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓରାଷ୍ଟ୍ରୀୟ ଯୁବା ଦିବସ ପାଳନ କରାଯାଇଛି।

କୁଜଙ୍ଗ , 14/01/2026, ଉତ୍କଳ voice news - utkalvoicenews.com( ଓ଼ମଂ ଦାସ କ ରିପୋର୍ଟ ) :
Article Image
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୁଜଙ୍ଗ ନଗର ତରଫରୁ କୁଜଙ୍ଗ ମହାବିଦ୍ୟାଳୟରେ ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବା ଦିବସ ପାଳନ କରାଯାଇଛି।। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଭିପି ର ଜିଲ୍ଲା ସଂଯୋଜକ ଓ ରାଜ୍ୟ ଏସ୍ ଏଫ୍ ଡି ର ସହ ସଂଜୋଜକ ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ଯୋଗ ଦେଇଥିଲେ ଓ କୁଜଙ୍ଗ ନଗର ର ସମ୍ପାଦକ ଅମିତ୍ ବାରିକ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ପିଲାମାନଙ୍କୁ ବିବୋନନ୍ଦଙ୍କ ପରି ହେବା ପାଇଁ ଆହ୍ବାନ ଦେଇଥିଲେ ଓ ସ୍କ୍ରିନ୍ ଟାଇମ କୁ ଗ୍ରିନ୍ ଟାଇମ ରେ ପରିଣତ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯକ୍ରମ ରେ କଲେଜ ର ଛାତ୍ରଛାତ୍ରୀ ବିଶ୍ବରଂଜନ ସାମନ୍ତରାୟ, ଶିବ ପ୍ରସାଦ ବାରିକ୍, ସରସ୍ଵତୀ ପରିଡ଼ା ସହଯୋଗ କରିଥିଲେ। ସର୍ବ ଶେଷରେ ବିଶ୍ବରଂଜନ ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ।।
4