ଯାଜପୁର, 14/01/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ରିପୋର୍ଟ ) :
ପ୍ରତିଶୃତି ପାଳନ ଦିଗରେ ଆଉ ଏକ ପାଦ,ବଦଳିବ ଦ୍ୱିତୀୟ ଶିକ୍ଷେତ୍ର ର କାୟାକଳ୍ପ,ଚାରି ଥାକିଆ ଜଗନ୍ନାଥ ସଡ଼କ ଅଞ୍ଚଳବାସୀ ଙ୍କ ସେବାରେ ସମର୍ପିତ ତା ସହ ବହୁ ବିବାଦ ଲାଗି ରହିଥିବା ବନ୍ଦାଳ ଠାରୁ ଏଣ୍ଡରପଦା ରାସ୍ତାର ଶୁଭ ଶିଳନ୍ୟାସ ଉତ୍ସବ,ଗୋଟିଏ ଦିନରେ ଦୁଇ ଦୁଇଟି ପ୍ରକଳ୍ପ ର ଶୁଭ ଶିଳାନ୍ୟାସ ମ
ଓ ମଞ୍ଚ ପରିଚାଳନା କରିଥିଲେ ବିକାଶ ମହାପାତ୍ର ଓ ପ୍ରମୋଦ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇନ,ଅବକାରୀ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦେଇ ଶୁଭାରମ୍ଭ କରିଥିଲେ ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇଥିଲେ,ଅବହେଳିତ ବଡ଼ଚଣା ବ୍ଲକ୍ ପାଇଁ ନୂଆ ସରକାର ରେ ଆଉ ଦୁଇ ପାଦ ଆଗକୁ,ବିକଶିତ ବଡ଼ଚଣା ଲକ୍ଷ୍ୟ ଶୀର୍ଷ ଛୁଇଁବ