ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତ ବିଭୂତି ଭୂଷଣ ସ୍ୱାଇଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା।

ଏରସମା, 15/01/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଏରସମା ତରଫରୁ ସ୍ୱର୍ଗତ ବିଭୁତି ଭୂଷଣ ସ୍ୱାଇଁ ଙ୍କ ଏକାଦଶାହ ରେ ଏରସମା ବ୍ଲକ ନିକଟସ୍ଥ ସିହା ଗ୍ରାମରେ ପୂଜ୍ୟ ପୂଜା ସମ୍ପାଦକ ମହେଶ୍ଵର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅଥିତି ଶିକ୍ଷାବିତ୍ ରଞ୍ଜନ କୁମାର ଦାସ,ସନମ୍ମାନିତ ଅଥିତି ପୂର୍ଵତନ ଜିଲ୍ଲା ପରିଷଦ ହେମନ୍ତ କୁମାର ନାୟକ, ସମାଜ ସେବି ଧ୍ୱଜରାଜ ଖଣ୍ଡୁଆଳ,କବି କୈଳାଶ ପ୍ରଧାନ,କବି ପ୍ରଶାନ୍ତ କୁମାର ସେଠି, କବି ହୁଷିକେଶ ଜେନା,ନାଟ୍ୟ ନିଦେର୍ଷକ ଲୋକନାଥ ମହାନ୍ତି,କବୟତ୍ରୀ ନିର୍ମଳା ସାହୁ, ଗାଁ ମୁରବି ଅରୂପା ନନ୍ଦ ସ୍ୱାଇଁ, ନରେନ୍ଦ୍ର କୁମାର ସ୍ୱାଇଁ, ବଂଶୀଧର ସ୍ୱାଇଁ,ଅଜିତି କୁମାର ସାମନ୍ତରାୟ, ରଜିତି କୁମାର ସ୍ୱାଇଁ, ସଜୀତି କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ୱର୍ଗଗତ ସ୍ୱାଇଁ ଜଣେ ଡ୍ରାମା କଳାକାର ଅମାୟିକ, ସରଳ, ପରଉପକାରୀ, ମେଳାପୀ ବ୍ୟକ୍ତିଭାବରେ ସର୍ବସାଧାରଣରେ ପରିଚିତ ଥିଲେ, ବୋଲି ମତ ପ୍ରକାଶ ପାଇଥିଲ। ସଭାକୁ ପରିଚାଳନା କରିଥିଲେ। ସ୍ମୃତି ରଂଜନ ସାମନ୍ତରାୟ,ଜ୍ୟୋତି ରଂଜନ ସାମନ୍ତରାୟ, ଇନ୍ଦ୍ରଜିତ ସାମନ୍ତରାୟ,ଉଦୟଶ୍ରୀ ସାମନ୍ତରାୟ,ଓ ଆୟୁଷ ସାମନ୍ତରାୟ।ଶେଷ ରେ ପୂଜ୍ୟ ପୂଜା ସଂସଦ ଏରସମା ର ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ଧନ୍ୟ ବାଦ ଅର୍ପଣ କରିଥିଲେ।
Article Image
4