ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନବମ ଶ୍ରେଣୀ ଛାତ୍ରୀ ବିପ୍ରା ରାଣୀ ନାୟକ ସମ୍ନାନିତ।

ତିତ୍ରୋଲ, 19/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଜଗତସିଂହପୁର , ତିତ୍ରୋଲ ବ୍ଲକ ର ନରୁଆ, ଶାଗବ।ରୀଆ ସ୍ଥିତ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ କବିତାପାଠଚକ୍ର ରେ ଏରସମା ଉଚ୍ଚ ବାଳିକା ବିଦ୍ୟାଳୟ ର ଛାତ୍ରୀ ବିପ୍ରା ରାଣୀ ନାୟକ ସୁନ୍ଦର କବିତା ଗାନ କରି ସଂମ୍ମାନୀତ ହୋଇଛନ୍ତି।ସେ ଭଲ କବିତା ଲେଖିବା ସହିତ ମେଧାବୀ ଛାତ୍ରୀ ଅଟନ୍ତି।
Article Image
5