ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅନ୍ତର୍ଜାତୀୟ ୱାକର୍ସ କ୍ଲବ ର ପ୍ରତିଷ୍ଠାତା ।

ରାୟଗଡ଼ା, 20/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଆଜି ଆନ୍ତର୍ଜାତୀୟ ୱାକର୍ସ କ୍ଲବ ର ପ୍ରତିଷ୍ଠାତା ୱାକର. ସୁନାକର ଅଲ୍ୱାର ଦାସ ଙ୍କ 21ତମ ଶ୍ରାଦ୍ଧ ବର୍ଷିକି କୁ ଅତି ଶ୍ରଦ୍ଧା ଓ ଉଦିପନା ର ସହିତ ସାଇପ୍ରିୟାୱାକର୍ସ କ୍ଲବ ର ସଦସ୍ୟ ମାନେ ପାଳନ କରିଛନ୍ତି. ଆଜକୁ ଦୀର୍ଘ 40 ବର୍ଷ ତଳେ ସ୍ୱାସ୍ଥ୍ୟ ହିଁ ଅମୁଲ୍ୟ ସମ୍ପଦ. ଚାଲିବା ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ପାଇପାରିବା ଏହି ଚିନ୍ତା କୁ ପାଥେୟ କରି ୱାକର. ସୁନାକର ଅଲ୍ୱାର ଦାସ 1986 ମସିହାରେ ଅନ୍ତର୍ଜାତୀୟ ୱାକର୍ସ କ୍ଲବ ର ମୂଳଦୁଆ ପକାଇ ଥିଲେ. ଆଜି ର ଦିନ ରେ ଏହି ୱାକର୍ସ କ୍ଲବ ର କଳେବର ବଢି ବଢି ଅନ୍ୟୁନ 1650 ଟି ଶାଖା ହୋଇଗଲାଣି. ତାଙ୍କରି ଚିନ୍ତ ଓ ଚେତନା ରେ ଉଦବୁଦ୍ଧ ହୋଇ ୱାକର୍ସ ମାନେ ଶୃଙ୍ଖଳା ଓ ଅନୁଶାସନ ଭିତରେ ରହି ସ୍ୱାସ୍ଥ୍ୟ ସତେଚନତା, ବନ୍ଧୁ ଭାବନା ସହ ସାମାଜିକ ବିକାଶ ଦିଗରେ ଅଗ୍ରସର ହେଉଛନ୍ତି. ସେହି ମହାନ ଆତ୍ମାର ସ୍ମୁତି ଚାରଣ ପାଇଁ ସାଇପ୍ରିୟା କ୍ଲବ ଆନୁକୂଲ୍ୟରେ ସଦସ୍ୟ ମାନେ ବଡ଼ମିଣ୍ଟନ ପଡିଆ ଠାରେ ଏକତ୍ରିତ ହୋଇ 2 ମିନଟ ର ନିରବ ପ୍ରାଥନା କରି ସେହି ଅମର ଆତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା. ଏହି ଅବସରରେ କ୍ଲବ ର ସଦସ୍ୟ ୱାକର. ସୁବାସ ବେହେରା (ପ୍ରତିଷ୍ଠାତା ସଦସ୍ୟ), ୱାକର. ଡ଼କ୍ଟର ଏମ. ସୁରେଶ କୁମାର (ନୂତନ ଆଞ୍ଚଳିକ ସଭାପତି.),ୱାକର. ଦେବରାଜ ପଣ୍ଡା (ଉପଦେଷ୍ଟା), ୱାକର. ଜୟକୃଷ୍ଣ ପ୍ରଧାନ ( ସଭାପତି ସାଇପ୍ରିୟା ୱାକର୍ସ କ୍ଲବ), ୱାକର. ଜଗନ୍ନାଥ ନାୟକ (ସମ୍ପାଦକ), ୱାକର.କେ. ବୈକୁଣ୍ଠ ରାଓ (କୋଷାଧକ୍ଷ ), ୱାକର. କେ. ଧର୍ମରାଜୁ (ସୂଚନା ଓ ଲୋକ ସମ୍ପର୍କ ଅଦିକାରୀ ), ୱାକର. ଲାଲ ମୋହନ ବେହେରା (ଉପସଭାପତି-1 ), ୱାକର.ବିପ୍ର ଚରଣ ବ୍ରମହା ଉପସଭାପତି -2),ୱାକର. ବାସୁଦେବ ହୋତା, ୱାକର. ସହଦେଵ ବେହେରା, ୱାକର. ଏଲ. କେ. ପଣ୍ଡା, ୱାକର. ଟି. ଏନ. ରାଓ, ୱାକର. ଏସ. ଏନ. ଖାଡ଼ଙ୍ଗା, ୱାକର. ଭି. ସାମ୍ଭା ମୂର୍ତ୍ତି,ୱାକର. ଡ଼ି. ଏସ. ଆର. ରାଓ, ୱାକର. ଜି. ଭି. ଆର. ପଟ୍ଟନାୟକ, ୱାକର. ଲାଡୀ ଚନ୍ଦ୍ର ମୌଳି. ୱାକର. ସୁରୁ ଅପ୍ପଲ୍ଲା ରାଜୁ, ୱାକର.କେ. ସୁର୍ୟ ନାରାୟନ ରାଓ. ୱାକର. କେ. ରମେଶ, ୱାକର. ଉଦ୍ଧବ କୌଶଲ୍ୟାଙ୍କ ସହ ମହିଳା ସାଇପ୍ରିୟା କ୍ଲବ ର ସଭାପତି ଓ ବହୁ ସଦସ୍ୟ ସମବେତ ହୋଇ ଅମର ଆତ୍ମା ଙ୍କୁ ଶ୍ରଦ୍ଧା ପୁଷ୍ପ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ.
7