ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡ଼ଚଣା ଯାଦବ ମହାସଭା ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି

ଯାଜପୁର, 21/01/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ଅନ୍ତର୍ଗତ ଦେଉଳକୂଳ ଗ୍ରାମର ବେଦୀହୁଡା ଠାରେ ବଡ଼ଚଣା ବ୍ଲକ ଯାଦବ ମହାସଭା ପରିବାର ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି ବୈଠକରେ ସଭା ପରିଚାଳନା କରିଥିଲେ ବଡ଼ଚଣା ଯାଦବ ମହାସଭା ର ସଭାପତି ଧୁଳେଶ୍ୱର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ଯାଦବ ମହାସଭା ସଭାପତୀ ରାମ ଚନ୍ଦ୍ର ବେହେରା ମୁଖ୍ୟ ବ୍ୟକ୍ତା ଜିଲ୍ଲା ଯାଦବ ମହାସଭା ର ମୁଖ୍ୟ ପରାମର୍ଶଦାତା ପଦ୍ମlକର ଗୁରୁ ସମ୍ମାନିତ ଅତିଥି ହେଲେ ଜିଲ୍ଲା ଯାଦବ ମହାସଭା ର କାର୍ଯ୍ୟକାରୀ ସଭାପତୀ ନିର୍ମଳ ଚନ୍ଦ୍ର ଯତୀ , ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ,ଜିଲ୍ଲା ଯାଦବ ଯୁବ ସଭାପତୀ ପ୍ରସନ୍ନ କୁମାର ବେହେରା ବିଞ୍ଝାରପୁର ବ୍ଲକ ସଭାପତୀ ଶିଶିର କୁମାର ଦାସ,ନୀଳମଣି ଦାସ,ତ୍ରିଲୋଚନ ନାୟକ,ପ୍ରଫୁଲ୍ଲ କୁମାର ନାୟକ,ପ୍ରକାଶ ଦାସ, କପିଳ ବେହେରା,ପ୍ରଫୁଲ୍ଲ କୁମାର ଦାସ,ତପନ କୁମାର ବେହେରା,ରବୀନ୍ଦ୍ର ନାୟକ,ସ୍ନେହଲତା ବାରିକି,ପୁଷ୍ପ ଲତା ବେହେରା,ସରୋଜ ବେହେରା ପ୍ରମୁଖ ଯୋଗ ଦେଇ କହିଲେ ଯାଦବ ମାନଙ୍କ ବିକାଶ ସହିତ ଆଗାମୀ ଦିନରେ ତିନି ଯାଗାରେ ଜିଲ୍ଲା ଯାଦବ ମହୋତ୍ସବ ପାଳନ କରିବା ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ
Article Image
15