ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଇକ ଚୋରକୁ ଗିରଫ କରି କୁଜଙ୍ଗ ପୋଲିସର ପ୍ରଶଂସା।

କୁଜଙ୍ଗ , 22/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ପୋଲିସ କୁ ବଡ଼ ସଫଳତା, ଅଭିଯୋଗ ର ଚବିଶ ଘଣ୍ଟାରେ ବାଇକ ସହିତ ବାଇକ ଚୋର ଗ୍ୟାଙ୍ଗକୁ ମାଡ଼ିବସିଲା କୁଜଙ୍ଗ ପୋଲିସ । ବହୁ ଦିନଧରି କୁଜଙ୍ଗରେ ହେଉଥିବା ବାଇକ୍ ଚୋରି ଉପରେ ପୋଲିସ ପକାଇଲା ପୂର୍ଣ୍ଣଛେଦ। ପୋଲିସ୍ ର ଏତେବଡ ଗୋଟେ ସଫଳତାକୁ ନେଇ ଜନସାଧାରଣଙ୍କ ମୁହଁରେ ପ୍ରଶଂସା। ଗତ ୧୭/୦୧/୨୬ ତାରିଖ ଦିନ ରାତି ୯ଟା ଏବଂ ୯.୩୦ ରେ ଦୁଇ ଦୁଇଟି ବାଇକ୍ ଚୋରିକୁ ନେଇ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ଏତଲା ପାଇଲା ପରେ କୁଜଙ୍ଗ ଥାନାର ପୋଲିସ୍ ତିନୋଟି ବାଇକ ସହିତ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Article Image
14