ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଜ୍‌ମେଟ୍ କ୍ଲବ୍ ତରଫରୁ ସରସତୀ ପୂଜା ପାଳିତ

ଢେଙ୍କାନାଳ, 23/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ସହର ଦୁର୍ଗାବଜାର ବଡପଣ୍ଡା ସାହିସ୍ଥିତ ଜଜ୍‌ମେଟ୍ କ୍ଲବ୍ ତରଫରୁ ସରସ୍ବତୀ ପୂଜା ପାଳନ କରାଯାଇଅଛି । ପୂର୍ବାହ୍ନରେ କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ ଓ ବିଭିନ୍ନ ଭୋଗ ଲାଗି କରାଯାଇଥୁଲା । ପୂଜକ ବିକାଶ ଭାଇନା ଓ କର୍ତା ଗୋବିନ୍ଦ ଚନ୍ଦ୍ର ସାହୁ ସମସ୍ତ ପୂଜା କାର୍ଯ୍ୟକୁ ସମ୍ପାଦନ କରିଥିଲେ । ସଭାପତି ପ୍ରକାଶ ମହାନ୍ତି, ଆୟୁଶ ଦାସ, ଦୀପକ ସାମଲ, ଅନୁପ୍ରାସ ମହାନ୍ତି, ବାବୁନା ସାହୁ, ସତ୍ୟସରୂପ ଦାସ, ସୌଭାଗ୍ୟ ସିଂ ବାହାଦୂର, ସାଇ ଶୁଭମ୍ ଦାସ, ସୁକାନ୍ତ କୁମାର ଦାସ, ଶକ୍ତି ଛୋଟରାୟ, ଅଂଶୁ ଭାଇ, ଡାଡ଼ୁନ୍ ଭାଇ, ବନ୍ଧୁ ଭାଇ, ପ୍ରକାଶ ବାବା, ଶୁଭମ୍ ଦାସ ଓ ବାଦଲ୍ ଭାଇ ପ୍ରମୁଖ ଉପସ୍ଥିତ ରହି ପୂଜାକୁ ସାହାଯ୍ୟ କରିଥିଲେ । ଆସନ୍ତା ୨୫ ତାରିଖ ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।
4