ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢ଼େଙ୍କାନାଳ ବସ ମାଲିକ ସଂଘ ପକ୍ଷ ରୁ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ।

ଢେଙ୍କାନାଳ, 26/01/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଘରୋଇ ବସ ମାଲିକ ସଂଘ ପକ୍ଷ ରୁ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଈଛି। ମୁଖ୍ୟ ଅତଥି ଭାବେ ସଭାପତି ପ୍ରଭାକର ବେହେରା ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ପ୍ରମୋଦ ବେହେରା, ଜଏନ୍ଟ ସେକ୍ରେଟାରୀ ରୁଦ୍ର ନାରାୟଣ ତ୍ରୀପାଠୀ, ସନ୍ତୋଷ କୁମାର ମହାପାତ୍ର, ତ୍ରୀନାଥ ବେହେରା ସହଯୋଗ କରିଥିଲେ। ବସଷ୍ଟାଣ୍ଡ ରେ ଲୋକ ମାନଙ୍କୁ ଲଡୁ ବଣ୍ଟନ କରାଯାଇଥିଲା।
13