ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାଗର ମେଳା ଅନୁଷ୍ଠିତ ଉପଲକ୍ଷେ ସମଗୋଳ ଶିବ ମନ୍ଦିର ଠାରେ ପ୍ରସ୍ତୁତି ବୈଠକ।

କୁଜଙ୍ଗ / ସମଗୋଳ, 27/01/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜାଗର ମେଳା ଅନୁଷ୍ଠିତ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ଶିବ ଶଙ୍କର ମନ୍ଦିର ସମଗୋଳ ଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ କଟକ ସେବା ଫାଉଣ୍ଡେସନ ର ସଭାପତି ପପୁ ପାତ୍ର , ମନ୍ଦିର ର ବରିଷ୍ଠ ଅଧିକାରୀ ଆଇନ ଜିବି କୈଳାସ ଚନ୍ଦ୍ର ପରିଡା ମହୋଦୟ ମଧ୍ୟ ଉପସ୍ଥିତ ଥିଲେ। ଆଗ ଧାଢିର ମେମ୍ବର ବଡ଼ ଭାଈ ଉମାକାନ୍ତ ଜତି, ପରମାନନ୍ଦ ଦାସ ବଳରାମ ମହାରଣା, ସନ୍ତୋଷ ପରିଡା, ସୁମନ୍ତ ପଲାଇ, ମଣିଶଙ୍କର ପରିଡା, ପ୍ରଭୁ ପ୍ରସାଦ ପ୍ରଧାନ,ଅଜିତ ମହାରଣା, ବିଶ୍ୱଜିତ୍ ଦାସ, ସିପୁନ , ଅନ୍ୟାନ୍ୟ ସମସ୍ତେ ଉପସ୍ଥିତ ରହି କେମିତି ଜାଗର ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇ ଶେଷ ହେବେ ସେଥିପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରି ପରସ୍ପର ମଧ୍ୟରେ ସମାଲୋଚନା କରିଥିଲେ।।
3