ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ଗୋକୁଳlଦେବୀଙ୍କ ବିଶ୍ବଶାନ୍ତି ମହାଯଜ୍ଞ ରେ ଯୋଗ ଦେଲେ ଯୁବ ସମାଜ ସେବୀ ଦୀପକ ସାହୁ

ଯାଜପୁର, 28/01/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ନିବlର୍ଚନ ମଣ୍ଡଳୀ ର ମାଟିର ପୁଅ ଯୁବ ସମାଜ ସେବୀ ଦୀପକ ସାହୁ ବାନ୍ଦଳ ପଞ୍ଚାୟତ ଜାତୀୟ ରାଜପଥ ନିକଟସ୍ଥ ପ୍ରଭୁ ହନୁମାନ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମହିଳା,ଯୁବ,ଛାତ୍ର ମାନଙ୍କ ସହିତ ବାଜା ବଜାଇ ଏକ ପଟୁଅlଳରେ ମା ଗୋକୁଳlଦେବୀ ଙ୍କ ପୀଠରେ ଚାଲିଥିବା ବିଶ୍ଵଶାନ୍ତି ମହାଯଜ୍ଞ ରେ ଯୋଗ ଦେଇ ମାଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି ତାଙ୍କ ସହିତ ଯୋଗ ଦେଇଥିଲେ କମଳା କାନ୍ତ ପୃଷ୍ଟି,କୃତିବାସ ପ୍ରଧାନ,ସୁଶାନ୍ତ କୁମାର ବାରିକ,ଅଶ୍ୱନି କୁମାର ନାୟକ,ନିରଞ୍ଜନ ମଲ୍ଲିକ,ଅଶୋକ ମଲ୍ଲିକ,ଉମେଶ ସାହୁ,ଚିନ୍ତାମଣି ଜେନା,ବିକ୍ରମ ମଲ୍ଲିକ,କିଶୋର ମଲ୍ଲିକ,ଦୀପକ ମଲ୍ଲିକ,ତୁଷାର ମଲ୍ଲିକ,କ୍ଷୀରୋଦ ଚନ୍ଦ୍ର ସାହୁ,କ୍ଷୀରୋଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ଶ୍ରୀ ସାହୁ ଗଣମାଧ୍ୟମ କୁ କହିଲେ ୪୩ ଗୋଟି ପଞ୍ଚାୟତ ରେ ସେବା କରୁଛି ଆଗାମୀ ଦିନରେ ମଧ୍ୟ ସେବା କାର୍ଯ୍ୟ ଜାରୀ ରହିବ
Article Image
13