ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତ ସମାଜସେବି ନିରଞ୍ଜନ ନାୟକ ଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି।

ଏରସମା, 28/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ବାଛପୁର ଗ୍ରାମ ର ସ୍ୱର୍ଗତ ନିରଞ୍ଜନ ନାୟକ ଙ୍କ ଏକାଦଶlହ ରେ ପୂଜ୍ୟ ପୂଜା ସଂସଦର ଉପସଭାପତି ହୃଷିକେଶ ଜେନା ଙ୍କ ସଭାପତି ତିତ୍ୱ ରେ ଭକ୍ତି ପୂତ ଶ୍ରଦ୍ଧା ଅଞ୍ଜଳି ଅର୍ପଣ କରାଯାଇଥିଲା l ନେତା ପ୍ରଦୀପ୍ତ କିଶୋର ପରିଡା,ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,କବି କୈଳାଶ ଚନ୍ଦ୍ର ସ୍ୱାଇଁ ପୂଜ୍ୟ ପୂଜା ସମ୍ପାଦକ ମହେଶ୍ୱର ସ୍ୱାଇଁ,କବି କୈଳାଶ ଚଦ୍ର ପ୍ରଧାନ,କବି ପ୍ରେମ ଚରଣ ରାଉତ,କବି ହେମନ୍ତ ନାୟକ ଶିକ୍ଷକ ଅଭୟ କୁମାର ପ୍ରଧାନ,ବୈଷ୍ଣବ ଚରଣ ନାୟକ, ମନୋଜ କୁମାର ସ୍ୱାଇଁ,ଅରୂପାନନ୍ଦ ସ୍ୱାଇଁ,ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ,ସୁରେନ୍ଦ୍ର ନାଥ ନାୟକ , ଧୀରେନ୍ଦ୍ର ନାଥ ନାୟକ,ଚିତ ରଞ୍ଜନ ନାୟକ, ସବ୍ୟଶାଚି ସ୍ୱାଇଁ,ସୁଶାନ୍ତ କୁମାର ନାୟକ, ଈଶାନ କୁମାର ନାୟକ, ସ୍ମୃତି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗ ତ ନାୟକ ଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକ ପାତକରିଥିଲେ।ଝିଅ, ଜୁଆଇଁ,ବନ୍ଧୁ,ବାନ୍ଧବ ଏବଂ ଗ୍ରାମ ବାସୀ ଙ୍କ ଉପସ୍ଥିତି ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା
Article Image
16