ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଳିକା ଉଚ୍ଚ ବିଦ୍ୟାଳୟ ଏରସମା ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ।

ଏରସମା, 28/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବାଳିକା ବିଦ୍ୟାଳୟ ରେ ମହାସମାରୋହରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ସମାଜ ସେଵୀ ଧୀରେନ୍ଦ୍ର ଚୌଧୁରୀ ପତକା ଉତ୍ତୋଳନ କରି ସ୍ଵାଧୀନତା ଓ ସମ୍ଵିଧାନ ନିର୍ମାଣରେ ଡଃ ଭୀମରାଓ ଆମ୍ବେଦକରଙ୍କ ସମେତ ଓଡ଼ିଶାର ଡଃ ହରେକୃଷ୍ଣ ମହତାବ,ମାଳତି ଦେଵୀ, ନବକୃଷ୍ଣ ଚୌଧୁରୀ, ମା ରମା ଦେଵୀ ଓ ବିଶ୍ଵନାଥ ଦାସଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତବ୍ୟ ରଖି ଥିଲେ। ଅନ୍ୟ ତମ ଅତିଥି ପରିଚାଳନା କମିଟି ର ସଦସ୍ୟ ଯଯାତି କେଶରୀ ସାମନ୍ତରାୟ, ଶିକ୍ଷୟତ୍ରୀ ସୁଷମା ପାତ୍ର, ରଂଜିତା ମହାନ୍ତି,ରଶ୍ମି ପ୍ରିୟା ମହାପାତ୍ର,ଦେବେନ୍ଦ୍ର ସେଠି,ସ୍ୱପ୍ନାପ୍ରିୟ।ରାଉତ, ଭାରତୀ ବେହେରା,ଅନିରୁଦ୍ଧ ସ୍ୱାଇଁ, ବିଦ୍ୟାଳୟର ଛାତ୍ରୀନେ ପ୍ୟାରେଡ ପରିବେଷଣ କରିଥିଲେ।
7